କେବେ ସୁଧୁରିବ ଐତିହାସିକ କେଦାରଗୌରୀ କୁଣ୍ଡ ସମସ୍ୟା ?

୮ବର୍ଷ ହେଲା ନିଷ୍କାସନ ହୋଇପାରୁନି ପାଣି ପୁରୁଣା ଭୁବନେଶ୍ୱର: ତିନି ତିନିଥର ଟେଣ୍ଡର୍‌ ହେବା ପରେ ବି କେଦାରଗୌରୀ ମନ୍ଦିରର ଅବସ୍ଥା ସୁଧୁରୁନି। ମନ୍ଦିର ଭିତରୁ ପାଣି ନିଷ୍କାସନ ହୋଇ ନପାରି ଜମି ରହୁଥିବା ବେଳେ ଏଠାରେ ଥିବା ପ୍ରାଚୀନ ୪ ଐତିହାସିକ କୁଣ୍ଡର ପାଣି ନଷ୍ଟ ହୋଇଯାଇଛି। ଶିଉଳି ଜମି ପାଣିର ରଙ୍ଗ ନୀଳ ହୋଇଗଲାଣି। ସେଥିରୁ ଅତ୍ୟନ୍ତ ଉତ୍କଟ ଗନ୍ଧ ବାହାରୁଛି। ସେହିପରି ଯେଉଁ ଦୁଧ କୁଣ୍ଡର … Continue reading କେବେ ସୁଧୁରିବ ଐତିହାସିକ କେଦାରଗୌରୀ କୁଣ୍ଡ ସମସ୍ୟା ?